ହସ ହସ ଖେଳାଇ ଦେଇ ପାରେ
ହସ ହସ ଖେଳାଇ ଦେଇ ପାରେ
1 min
2.7K
ହସ
ହସ ଖେଳାଇ ଦେଇ
ପାରେ ପୁଲକ
ହସି ଲେ ମୁଦି ହୋଇ ଯାଏ
ପଲକ
ହସ ଖେଳାଇ ଦେଇ
ପାରେ ଖୁସି ର
ଝଲକ
ହସି ଦେଲେ ମୁଖ ଦିଶେ
ଝକ ଝକ
ହସ ଦୁଖଃ ଟାଣି
ନେଵାର ବାହକ
ହସ ସଭିଙ୍କ ପାଇଁ ଏକ
କାରକ
ପ୍ରାଣାୟମ ର ଏକ
କୁହୁକ
ଉଦାସୀନତା ଦୂର
କରିବାର ଯନ୍ତ୍ରକ
ଅବସାଦ ଆଗେ ଠିଆ ହୋଇ
ସାଜେ ସୈନିକ
ହସି ହସି ଆଗେଇ
ଚାଲିବା
ସେତ ଏକ ପଥପ୍ରଦର୍ଶକ
ପାଇ ଯିବା
ଜୀବନର ମାନଙ୍କ