STORYMIRROR

Dr Jharana Satapathy

Others

2  

Dr Jharana Satapathy

Others

ହୃଦୟର ଡାକ

ହୃଦୟର ଡାକ

1 min
1.9K


ହୃଦୟର ଡାକ


କାହାକୁ କହିବି ହୃଦୟର କୋହ

ଅଧା ଗଢା ତୁମେ ଦାରୁ ଦିଅଁ

ଶୁଭିବକି ତତେ ଏ ହୃଦୟର ଡାକ

କେତେଗୁହାରି ଶୁଣିବୁ ଜଗତ ଯାକ

ଏ ବିଶ୍ବବ୍ରହ୍ମାଣ୍ଡ ପ୍ରଭୁ ତୋରି ହାତେ

ଯାହା ଇଛା ତାହା କରୁଥା ସତେ


ଡକ୍ଟର ଝରଣା ଶତପଥି

ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍