STORYMIRROR

Kalish Chandra Parhi

Others

3  

Kalish Chandra Parhi

Others

ହୃଦୟବନେ

ହୃଦୟବନେ

1 min
558


ହୃଦୟବନେ ନାଚଇ କିଆଁ କେକା

ଆସିବେ ସତେ ପ୍ରାଣର ପ୍ରିୟ ସଖା

ଚନ୍ଦନବନୁଁ ବାସ୍ନା ଆସେବହି

ଓଠରେ ଖେଳେ ମୃଦ୍ୟୁ ହାସ୍ୟ ରେଖା

ଆସିବେ ସତେ ପ୍ରାଣର ପ୍ରିୟ ସଖା ।।


ଶାନ୍ତସେଇକାନ୍ତ ରୂପ ଛବି

ପାଇଲା କିବା ଆକାଶ ତଳେଦେଖା

ପବନ ଆଜି ବାସ୍ନାୟିତ କିଆଁ

ମଉସୁମୀର ମିଳିଚି ପ୍ରୀତିଲେଖା

ଆସିବେ ସତେ ପ୍ରାଣର ପ୍ରିୟସଖା।।


କୈଳାସ ଚନ୍ଦ୍ର ପାଢୀ।କୁମାରପୁର।

ଭଦ୍ରକ।

==================


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍