STORYMIRROR

Jharana Rout

Others

3  

Jharana Rout

Others

ହର ହର ମହାଦେବ

ହର ହର ମହାଦେବ

1 min
421

      


 ଶିବ ଶିବ ଭଜି ଭଜି ବିତୁ ମୋର ଦିନ

       ତୁଣ୍ଡରେ ସଦାବେଳେ ଥାଉ ପଞ୍ଚାକ୍ଷର ମନ୍ତ୍ର

ତୁମେ ବାବା ଭୋଳାନାଥ ତୁମେ ଉମାକାନ୍ତ

      ଚାରିଦିଗରୁ ଶୁଭ ଥାଏ ତୁମ ଜୟଗାନ...


ଭକତଙ୍କ ଦୁଃଖ ବାବା ତୁମେ ସହିନପାରି

         ଦୁଃଖ କଷ୍ଟ ଦୂର କରାଇ ଯାଚି ଦିଅ ବର

ସଭିଙ୍କ ର ମହାଦେବ ହେ ବାବା ରାମେଶ୍ଵର

       ବିଷପାନ କରିଥିଲ ତୁମେ ମହାଦେବ....


ହାତରେ ଡମ୍ବୁରୁ ଧାରୀ ବେକରେ ସର୍ପ ଗୁଡାଇ

   ଚାରିଆଡ଼େ ଘୁରି ଘୁରି ଶ୍ମସାନରେ କରିଥା ଓ ବାସ

ସବୁ ଦେବା ଦେବି କରିଥାନ୍ତି ତୁମକୁ ତପସ୍ୟା

    ସବୁ ଦୁଃଖ ଦୂର କର ହେ ଶିବଙ୍କର....


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍