STORYMIRROR

mamatanjali Patra

Others

3  

mamatanjali Patra

Others

ହର ଘର୍ ତ୍ରୀରଙ୍ଗା

ହର ଘର୍ ତ୍ରୀରଙ୍ଗା

1 min
126


ଘରେ ଘରେ ଉଡିବ ତ୍ରୀରଙ୍ଗା ଆମର

ବଢ଼ି ଯିବ ଶ୍ରଦ୍ଧା ପ୍ରେମ ସମ୍ମାନ

ଧ୍ୱଜା ପ୍ରତି ଥିବା ଗଭୀର ଭାବ।


ପଚସ୍ତୁରି ବର୍ଷ ପୂର୍ଭି ହୋଇଗଲା ପୂର୍ଣ୍ଣ

ଦେଶ ପାଳୁଅଛି ସ୍ୱାଧିନତା ଅମୃତ ମହୋତ୍ସବ

ଜନସାଧାରଣଙ୍କୁ କରି ନିବେଦନ

ଆରମ୍ଭ କଲେ ଅଭିଯାନ ତାଙ୍କର।


ସ୍ୱାଧିନ ଦିବସ ଜାତୀୟ ପତାକା 

ଦେଶର ପ୍ରତୀକ ଆମରି ଧ୍ୱଜା

ମନ ପ୍ରାଣ ଦେଇ କରିବା ସେବା

ରଖିବା ତାର ଟେକ


ଅଗଷ୍ଟ୧୩ରୁ ୧୫ପର୍ଯ୍ୟନ୍ତ

ସବୁଆଡେ ଯାଇ ପ୍ରଚାର କର

ସଭିଙ୍କ ହାତରେ ଧରି ତ୍ରୀରଙ୍ଗା

ଆମ ଆନ୍ଦୋଳନ ମଜବତ କରି

ଭାରତ ମାତାର ସ୍ଲୋଗାନ ଦେଇ

ଜାତୀୟ ପତାକା ର ଗୀତ ଯେ ଗାଇ।



Rate this content
Log in