STORYMIRROR

mamatanjali Patra

Others

3  

mamatanjali Patra

Others

ଅତୀତ ଏକ ଜୀବନ୍ତ କ୍ଷତ

ଅତୀତ ଏକ ଜୀବନ୍ତ କ୍ଷତ

1 min
117

ଅତୀତରେ ସ୍ମୃତି 

ବସେ ଯେବେ ନିରୋଳାରେ

ମନେ ପଡିଲେ ଦେହ 

ଶିହରଣ ଖେଳିଯାଏ

ଆଉ କେତେବେଳେ 

ମୁରୁକି ମୁରୁକି ହସ ଲାଗେ।


ମିଳିଥାଏ ଯନ୍ତ୍ରଣା 

ସାଙ୍ଗ ସାଥିମେଳେ

ହଜିଯାଇଥାଏ ହସ କାନ୍ଦ

ଲୁହଭରା କାହାଣୀ ଆମର।


କିପରି କଟିଛି ଅତୀତର 

ଜୀବନ୍ତ କାହାଣୀ

ସମୟର ତାଳେ ତଳେ

ଖୋଜି ବୁଲେ ବର୍ତ୍ତମାନ

ଆଉ ଅତୀତର କଥା ମାନ

ମନେ ପକାଏ।


ଏକା ବସି ଭାବୁଥିଲି ଯେବେ

ରାମାୟଣର ରାମର ଚରିତ୍ରର କାହାଣୀ

ଭାବୁଥିଲି ମୁଁ ସେହି

ଆର୍ଦଶର ମଣିଷ ଟିଏ 

ହେବା ପାଇଁ ।

  

ସୁଖ ଦୁଃଖ ଜୀବନେ ଘଟିଛି

ଯାହା ଅତୀତରେ

ଭୂଲିବାକୁ ଚେଷ୍ଟା କଲେ

ନା ଭୂଲି ମୁଁ ପାରଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍