ହୋଲି
ହୋଲି
1 min
196
ବରଷକେ ଥରେ ହୋଲି ଆସଇ
ସାତ ରଙ୍ଗକୁ ସାଥିରେ ଆଣଇ ।
ହୋଲି ଜାତି ଧର୍ମ ବର୍ଣ ନ ଦେଖଇ
ସଭିଙ୍କୁ ସେ ନିଏ ତ ଆପଣାଇ ।
ହୋଲି ଏକ ଭାଇ ଚାରାର ପରଵ
ପଲି ଠାରୁ ଦିଲ୍ଲୀ ଯାଏଁ ପାଳନ୍ତି ସରବ ।
ହୋଲି ସଭିଙ୍କୁ ଏକତା ର ବନ୍ଧନେ ବାନ୍ଧି ଦିଏ
ହୋଲି ମନ ରୁ ସବୁ ରାଗ ରୁଷା ଛଡାଇ ନିଏ ।
ହୋଲି ରେ ରଙ୍ଗ ଜଣେ ଆଉ ଜଣଙ୍କୁ ଲଗାଏ
ହୋଲି ରେ ଖୁସି ରେ ଦୁନିଆ ନାଚି ଯାଏ ।
ହୋଲି ରେ କେତେ ମିଠା ଘରେ ଘରେ ହୁଏ
ହୋଲିର ମଜା ନିଆରା ସଭିଙ୍କ ପାଇଁ ଥାଏ ।
ହୋଲି ସଭିଙ୍କ ଜୀବନେ ଖୁସିର ରଙ୍ଗ ଲଗାଉ
ସବୁ ବାଦ ବିବାଦ ହିଂସା କୁ ହୋଲି ଦୂର କରି ଦେଉ ।
