ହିତରେ ମୋ ଗାଆଁ ଗାଉଛି ଗୀତ
ହିତରେ ମୋ ଗାଆଁ ଗାଉଛି ଗୀତ
1 min
237
ଆକାଶେ ଆସଇ ବଉଦ ଉଡ଼ି l
ଗାଆଁ ମାଟିରେ ଯେ ବରଷା ଝଡି l
ମାଟିର କୁହୁକ ବତର କରି l
କୃଷକର ଚିନ୍ତା ଆସଇ ଫେରି l
ଶରଧା କରିଛି ମାଟିର ଚିନ୍ତା l
ଫେରାଇ ଆଣିବ ଚାଷୀର ଚେତା l
ହିତରେ ମୋ ଗାଆଁ ଗାଉଛି ଗୀତ l
ଚାଷ ସମ୍ପତ୍ତିରେ ମାନେ ମହତ l
