STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ହଇ କି ମ ହେଟି କୁହତ । (୨)

ହଇ କି ମ ହେଟି କୁହତ । (୨)

1 min
13.6K


  • ହଇ କି ମ ହେଟି କୁହତ । (୨)

    ସ୍ଵପ୍ଣ ନା ସ୍ଵପ୍ନା କିଏ ? ତୁମେ ତମେ ଛାୟା ନା ପରିଛାୟା ତମେ ତମ ବାଦାମୀ କଳା କେଶ ଆଉ କଳା ଚଷମା ଆଖି ବେଶ ଭୂଷା ପରିପାଟି ପାଇଁ ଖୁଵ ଯତ୍ନଶୀଳ, କେବେ ବନି ଯାଅ କାୟା ଆଉ ପରକାୟା ଅତୃପ୍ତ ଆତ୍ମାଟିଏ , ଘୁରି ବୁଲୁଥାଏ ତମ ଚାରି କଡେ ବୁଝି ବି ପାରେ ତମ ଆତ୍ମାର ଭାଷା ବିଡ଼ମ୍ବନା ଏତିକି ଯେ ତମେ ବନ୍ଦ କରି ଦିଅ ସବୁ ଝରକା କବାଟ ଯେତେବେଳ ପର୍ଯ୍ୟନ୍ତ ଆଲ୍ଲାହଡ଼ ରେ ହୁଏନି ମୋ ସ୍ଥିତିର ସ୍ପନ୍ଦନ ସବୁଅଛି ତମ ପାଖେ କିନ୍ତୁ କାହିଁକି ? ଏତେ କାର୍ପଣ୍ୟତା ଦେବାକୁ ମତେ ବିବେଚତ କର ସ୍ୱାର୍ଥପର , ପୁଣି ପଚାରେ ; ତମର ମୁଁ କିଏ ? ହାଇକି ମ ହେଟି କୁହତ ।

    ରାମ ପ୍ରସାର ବିଶୋଇ । ରାୟଗଡ଼ା ।

     
     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍