STORYMIRROR

Ranita Swain

Others

2  

Ranita Swain

Others

ହେ ପ୍ରଭୂ

ହେ ପ୍ରଭୂ

1 min
13.4K


ହେ ପ୍ରଭୂ

ନା ତୋତେ କେବେ ଦେଖିଛି ନା ବୁଝିଛି

ଖାଲି ଏତିକି ଯାଣିଛି

ତୁ ଅଛୁ ବୋଲି ତ ମୋ ଭିତରେ ବିଶ୍ବାସର ଦୀପଟି ଜଳୁଛି

ତୁ ଅଛୁ ବୋଲିତ ମନ ଭିତରେ ଭଲ ପାଇବା ଅଛି

କୋଉଠି ନା କୋଉଠି ତୋତେ ପାଇବାର ଶୋଷଟିଏ ଅଛି

ଏମିତି ଥା ପ୍ରଭୂ

ମୋ ଭିତରେ ବିଶ୍ବାସଟିଏ ହୋଇ

ପ୍ରେମର ପ୍ରଦୀପଟିଏ ହୋଇ

ଆଉ ତୋତେ ପାଇବାର ତୃଷ୍ଣା ଥାଉ

ଯୁଗ ଯୁଗ ପାଇଁ।


ରନିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍