Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Others

3  

Trushna Das

Others

ହେ ଜୀବନ ଦେଖନା ତୁ ସପନ

ହେ ଜୀବନ ଦେଖନା ତୁ ସପନ

1 min
223


ହେ ଜୀବନ 

   ଦେଖ ନା ତୁ ସପନ

ସପନ ପରା ହୁଏନା ପୂରଣ 

   ଖାଲି ଦେଇଥାଏ ବେଦନାର ଲୁହ।। 


ହେ ଜୀବନ

   ଦେଖନା ତୁ ସପନ

ସପନ ପରା ମିଥ୍ୟା କେବଳ

   ନ ଥାଏ ସେଠାରେ ଟିକେ ବି ସତ୍ୟ।। 


ହେ ଜୀବନ

   ଦେଖନା ତୁ ସପନ

ନ ହେଲେ ପୁରଣ

   ତୁ ଯେ ଲାଗିବୁ ଦୁଃଖର ଭଣ୍ଡାର।। 


ସପନ ଦେଖାଉଥିବା ଲୋକ 

    ନ ଦେଲେ ସାଙ୍ଗ 

ସପନ ଯେ ହୋଇ ଯାଏ ଅଧୁରା

   ହୃଦୟେ ସୃଷ୍ଟି ହୁଏ ଅଦେଖା ଘାଆ

ନା କାହାକୁ କହି ହୁଏ ନା 

   ନା ତାକୁ ସହି ହୁଏ ବା।।


ଏ ଜୀବନ 

   ତୁ କି ଜାଣିନୁ ସବୁ ଏଠି ସ୍ୱାର୍ଥପର

ସବୁ ତୋତେ ଦେଖାଇ ମିଛ ସପନ

   ତୋତେ ଛାଡି ଚାଳିଯିବେ କରି ହାସଲ ନିଜ ସ୍ୱାର୍ଥ। 


ଏ ଜୀବନ 

   ଦେଖ ନା ତୁ ସପନ

ବାସ୍ତବତାକୁ କର ଗ୍ରହଣ 

   ଏକା ରହିବା ପାଇଁ କର ପଣ।


Rate this content
Log in