STORYMIRROR

Bijaya Kumar Swain

Others

3  

Bijaya Kumar Swain

Others

ହେ ଜଗବନ୍ଧୁ

ହେ ଜଗବନ୍ଧୁ

1 min
240


ଜଗବନ୍ଧୁ ହେ ଜଗତ ଜନ ରକ୍ଷଣ

 ଅଗତି ର ଗତି ନାଥ

   ତବ ପଦେ ଶରଣ।


ଜଗତେ ପଡ଼ିଛି ହୁରି

ଦୀନବନ୍ଧୁ ଦଇତାରୀ

ଭକତ ଭାବରେ ବନ୍ଧା

  ଅସରଣ ଶରଣ।

    ତବ ପଦେ ଶରଣ...,


ଜଗତରେ ତୁମେ ସାର

ତୁମ ବିନୁ ନାହିଁ ଆର

 ଭାବ ବୁଝି ଦିଅ ଧରା

   ତୁମେ ଭକ୍ତ ଜୀବନ।

    ତବ ପଦେ ଶରଣ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍