STORYMIRROR

Tankadhar Majhi

Others

2  

Tankadhar Majhi

Others

ହେ ଆକାଶ

ହେ ଆକାଶ

1 min
3.2K

ହେ ଆକାଶ

ତୋ ମେଘମାଳର ବର୍ଷାଛିଟା

ସଯତନେ ଲୁହ ହୋଇ ପଡେ

ମୋ ଶୁଷ୍କ ହୃଦୟର ମରୁଭୂମୀରେ

ଯେଉଁଠି...

କଣ୍ଟକ ଜୀବନ ବୀଜ ଆଙ୍କୁରି ଉଠେ

ତୋତେ ଛୁଇଁବାର ଆଶା ନେଇ

ତୋ ହୃଦୟ ବଡ଼ ବୋଲି...

କାଳେ କୋଳେଇ ନେଇଯିବୁ ।

ତୋ ସାଇତା ଜହ୍ନ ଆଲୁଅରେ

ସେନେହର ଖୋରାକ୍ ଯୋଗାଇବୁ

ମୁଁ ବି ତୋ ପରି ହେବି 

ହେ ଆକାଶ...

ତୋ ଉଦାର ଭଣ୍ଡାର ଜଳେ

ଶାନ୍ତ କରି ଦେ ଏ ଉପ୍ତତ୍ତ ବକ୍ଷଜ ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍