STORYMIRROR

Pramila Mohanty

Others

3  

Pramila Mohanty

Others

ହାଟ ସ ଉଦା

ହାଟ ସ ଉଦା

1 min
45

 ହାଟ ସଉଦା

ଚଗଲି ମନ ସଦା ଛନ ଛନ

କହିଲି ବାପାଙ୍କୁ ଗେଲେଇ

  ହୋଇ ବାପା ତୁମ 

  ସାଥିରେ ଯିବି

ନୂଆ ଜାମା ପିନ୍ଧି

  ସାଥିରେ ଗଲି

ହାଟ ଚାରି ଆଡ 

  ବୁଲିବି ଦେଖିଲି

ଯିବାକୁ ଥିଲା

 ଚାରି ଆଡେ ଖୋଲା ବାଟ

 ଶୁଭୁଥିଲା କାନକୁ 

 ଘୁ ଘୁ ଶବ୍ଦ

ବସିଛି ଦୋକାନ

 ନାନା ରକମ

ହେଉଛି ଧାନ ଚାଉଳ

   କିଣା ବିକା ।

ବସିଛି ପରିବା

ଠୁଳ ଠୁଳ ହୋଇଛି ସଜା

ଆଳୁ ସାରୁ କନ୍ଦମୂଳ

 ନାଲି ଟହଟହ ଟମାଟ

କିଣିଲେ ବାପା

 ସଜନା ଶାଗ

କିଣିଲେ ସଉଦା

ଲଙ୍କା ଡାଲି 

 ତେଲ ଲୁଣ

ଦେଖିଲି ଖୋଲା ପଡିଛି

 ଲୁଗା ଦୋକାନ

ହୋଇଛି ଟଙ୍ଗା

ଶାଢୀ ନାନା ରକମ

କିଣି ଦେଲେ 

 ବାପା ଝିଲାପି

ମନ ମୋ ହୋଇଲା ଖୁସି

ହାତରେ ସଉଦା ଧରି

ଖୁସି ମନେ ଆସିଲୁ

 ଘରକୁ ଫେରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍