STORYMIRROR

Prasanna Kumar Madala

Others

2  

Prasanna Kumar Madala

Others

ହାତଛଡା

ହାତଛଡା

1 min
3.1K

ଦିନେ ଏକାମୁହେଁ  ଚାଲୁଥିଲେ ଦୁହେଁ      

ସରି ନଥିଲା ଏ' ବୀଥି ,  

ଛାଡ଼ି ଯେବେ ହାତ   ଦେଇଛ ଆଘାତ

ଭୁଲିବି କି ସେହି ତିଥି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍