STORYMIRROR

Gelamani Pradhan

Others

3  

Gelamani Pradhan

Others

ହାଇଟେକ ପ୍ରେମ

ହାଇଟେକ ପ୍ରେମ

1 min
252


ପ୍ରେମ ଉଛୁଳି ପଡୁଛି

ଆଜି ବାଟ ଖୋଜି ପାଦ ଯାଉଛି

ମିଛ ପ୍ରେମ ବାୟାରେ

ଅଭିନୟ କିପରି,କରିବି

ଭାବୁଛି ବସିରେ

ହୃଦୟେ ଜାଗା ସଭିଙ୍କ ପାଇଁ

ଦୋକାନର କବାଟ ଖୋଲା

ସଭିଙ୍କ ପାଇଁ..

ପରିଚୟ ନାହିଁ,

ମୋର କାହା ପାଇଁ

ଲିପିଷ୍ଟିକି କିଣିବାରେ ପଛୁଆ ନାହିଁ

ମିଛ କହି ହୃଦୟ ଜିତିବାରେ,

ହାରେ ନାହିଁ..

ଆଜି ଧକ୍କା ଖାଇବାରେ

ନୂଆ ନାହିଁ..

ଟଙ୍କା ଦେବାରେ ବି ଦୁଃଖ ନାହିଁ

ଅଭିନୟ ହିଁ, କରୁଛି

ତାଙ୍କୁ ନେଇ ଜିଇଁବାର

କିଛି ସ୍ବପ୍ନ ନାହିଁ

ଭଲ ମୁଁ...

ନୂଆ ପ୍ରେମିକ ହେଲେ

ଭଲ ମୁଁ..

ନୁହେଁ ପୁରୁଣା ହେଲେ

ଅଧିକ ଆଶା ଦେଖାଇବାର

ଭାବନା ହିଁ ନାଇ

ଏକରୁ ଅନେକ ଦେଖିଲି

ଜାଣିବାର କିଛି ନାଇ

ଚିଠି ଆସିବାରେ, ଅଭାବ ନାହିଁ

ପଢିବାରେ ହିଁ, ସମୟ ନାହିଁ

କେତେ କାହାର ପଢ଼ିବି

ଜୀବନେ କିଏ ନିଜର ନାହିଁ

ଅପେକ୍ଷା କରିବାର ନାହିଁ

ମୁଁ...

କାହା ପାଖରେ ହିଁ ନାହିଁ

ମୁଁ...

ତ ମେଘଟେ

ଅଦିନିଆ ମେଘରେ କାନ୍ଦିବ

ମୋରି ପାଇଁ..

ଭରଷା କର ନାହିଁ

ଜାଦୁଗର ମୁଁ...

ସଭିଙ୍କ ପାଇଁ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍