Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ହାଏ ! ବର୍ଷା ! ତମେ ଆଉ ଆମ ଭଲ ପାଇବା ।

ହାଏ ! ବର୍ଷା ! ତମେ ଆଉ ଆମ ଭଲ ପାଇବା ।

1 min
1.3K


ହାଏ ! ବର୍ଷା ! ତମେ ଆଉ ଆମ ଭଲ ପାଇବା ।

ବର୍ଷା---------------------------! ତମେ ବରଶି ଯାଅ , ମୋ ଆଖିର ପଲକରେ , ତମକୁ ଭଲ ପାଏ ଏତେ କାରଣ ,ତମେ ଲୁଚାଇ ଦିଅ ମୋ ଆଖିର ଲୁହ , ତମେ କୁହ: ମୁଁ ତୁମ ! ଶାମୁକା ର ମୋତି ,ମନବୀଣା ର ରାଗିଣି, ହୃଦୟଶଙ୍ଖର ପାଣି , ସଙ୍ଗୀତର ଆତ୍ମା,ମନର ପଙ୍ଖ, କଳ୍ପନାର ବିମାନ , କେବେ ରଖନି କିନ୍ତୁ ତମେ ଦେଇଥିବା କଥା ହାଏ ! ବର୍ଷା ! ତମେ ଆଉ ଆମ ଭଲ ପାଇବା ।

ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାମ ଗୁଣ୍ଡମ ହାଲ୍ଲୀ, ବାଙ୍ଗାଲୋର, ତା-୦୮-୦୬-୧୬ ସମୟ-ରାତ୍ର-୦୯-୪୨ ମି .।


Rate this content
Log in