STORYMIRROR

Manasmita Das

Children Stories Children

3  

Manasmita Das

Children Stories Children

ଗୁରୁପୂର୍ଣ୍ଣିମା

ଗୁରୁପୂର୍ଣ୍ଣିମା

1 min
247

ଗୁରୁ ତୁମେ ଅଟ ସଦା ପୂଜ୍ୟନୀୟ

   ତୁମେ ତ ସର୍ବ ସ୍ଥାନେ ଯେ ବିଦ୍ୟମାନ ।। ୧।। 

ପିତା, ମାତା ରୂପେ ଆସିଛ ଜଗତେ

   କେବେ ଗୁରୁଦେବତା ରୂପେ ତୁମେ ତ ।। ୨।। 

ବିରାଜିଥାଅ ଯେ ତୁମେ ଆମ ପାଖେ

   କେବେ ଯେ ଗୁରୁ ଗୁରୁଜନ ହୋଇତ ।। ୩।। 

କେବେ ଦ୍ୱିତୀୟ ଗୁରୁ ଶିକ୍ଷକ ହୋଇ

    ଗୁରୁପାଦେ ତ ମୋର କୋଟି ଜୁହାର ।। ୪।। 

ତୁମ ଆଶୀର୍ବାଦ ରହିଥାଏ ଯାହା

    ଶିଷ୍ୟ ସେ ହୁଏ ସଦା ଜଗତଜିତା ।। ୫।। 



Rate this content
Log in