ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ
ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ
ଗୁରୁ ଓ ଶିଷ୍ୟ ଙ୍କ ଭିତରେ
କିଲୋ ମିଟର୍ ର ଦୂରତା ହେଇ ପାରେ ହେଲେ
ଗୁରୁ ଶିଷ୍ୟଙ୍କ ସମ୍ପର୍କ ନୁହେଁ,
ପହାଡ ର ଉଚ୍ଚତା ଯେମିତି ଅନେକ୍ ଦୂରୁ ଦିସେ
ଗୁରୁ ଓ ଶିଷ୍ୟାଙ୍କ ସମ୍ପର୍କ ଠିକ୍ ସେମିତି ଦିସେ
ରାସ୍ତାର ଯେମିତି କେବେ ଶେଷ ନଥାଏ
ଠିକ୍ ସେମିତି ଗୁରୁ ଓ ଶିଷ୍ୟ ଙ୍କ ସମ୍ପର୍କ ଶେଷ ନଥାଏ
ଖାଳି ଏତିକି ଫରକ୍
ଲୁଗା ଯେମିତି ଶରୀର ଉପରେ ଦେଖା ଯାଏ,
ଆଉ ଗୁରୁଙ୍କ ଗ୍ୟାନ ଉପରୁ ଦେଖା ନଯାଏ
ହୃଦୟରେ କମ୍ପୁ ଥାଏ ।
ଠିକ୍ ସେମିତି ଗୁରୁ ତରୁଣ କୁମାର୍ ସାହୁଙ୍କ ସହିତ
ଜୀବନର ଚଲାପଥେ ସମ୍ପର୍କ ଭେଟ
ଏତିକି ବିନତୀ କରେ ଶିଷ୍ୟ ଏ ବେଦାନ୍ତ
ଲାଗି ରହୁ ସଦା ତାଙ୍କରୀ ଲମ୍ବା ଆୟୁଷ
ମାଁ ସମଲେ ପାଖେ
ଏତିକି ନିବେଦନ ହେଉ ଶେଷ.!
