STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ଗରମ ଚାହା ପିଆଲା ।

ଗରମ ଚାହା ପିଆଲା ।

1 min
387

ବେଶ ଚମକ ପ୍ରଦ ଥିଲା ସେ ଶୀତୁଆ ସକାଳ ଯେଉଇଁ ଦିନ ତମେ ଥିଲା ମୁଁ ଥିଲି ତା ସହ ଥିଲା ଦୁଇ କପ ଚାହ। ରାତିର ନିଶି ସେମିତି ଥିଲା ଯେଉଁ ରାତିରେ ଦୁଇଟି ପ୍ରାଣ ଦୁଇଟି ହୃଦୟ ଏକ ହୋଇଥିଲେ । ସକାଳୁ ତମ ଲାଜ ମିଶା ମୁହଁ କୁ ଦେଖି ମୁଁ ଢେର ହସିଥିଲି ତାମେ ଚାପି ଗଳାରେ କହିଚାଲିଥିଲ ଛି ଦୁସ୍ଥ । ମୁଁ କହିଥିଲି ଏମିତି - ସୁରକ୍ଷା ତୁମ ସହ ଦୁସ୍ଥଅମୀ କରିବି ନାହିଁ ତ ଆଉ କାହା ସହ କରିବି ।

ତା ପରେ ଜୀବନ ନେଲା ଭିନ୍ନ ମୋଡ଼ । ଅତିକ୍ରାନ୍ତ ହୋଇଗଲା ଅନେକ ବର୍ଷ ମାସ ଦିନ ଦଣ୍ଡ । ଅନେକ କିଛି ପରିବର୍ତ୍ତନ ହେଇ ଗଲା । ବୟସ ଅତି କ୍ରାନ୍ତ ହୋଇ ଷାଠିଏ ରେ ପହଂଛି ଗଲା, ପୁଣି ଥରେ ତମ ସହ ଦୁଷ୍ଟାମୀ କରିବାର ଇଛା ପ୍ରବଳ ହେଇ ଗଲା ।

ହେଲେ ଆଜି ବାଲକୋନିରେ ସେଇ ଦୁଇଟି ଚୌକି ସେମିତି ଅଛି । ହାତରେ ସେଇ ଲହବର କାଗଜ ଓ ସେଇ ଶୀତୁଆ ସକାଳ କେବଳ ଦୁଇ କପ ଚାହା, ବଦଳରେ ଅଛି ଗୋଟିଏ କପ ଏଟର ତରବର ତମର ଥିଲା ଯଦି ଯିବାର ଟିକେ ଆଗରୁ କହି ନ ଥାନ୍ତ । ଦେଖ କେ।ଇତି ନିରୀହ ଶୀତୁଆ ସକାଲଟି ସେମିତି ଚାହିଁ ବସିଛି ତମ ଫେରିବା ରାସ୍ତାକୁ । ସେ କେମିତି ଜାନଣ୍ତା ଯେ ତମ ଗସ୍ତ ଯେ ଅଫେରନ୍ତା ରାଜ୍ୟକୁ । ମୁଁ କିନ୍ତୁ ଆଣି ବି ଜେର ପାଟିରେ ଡାକି ଦିଏ ଏ ଶୁଣୁଛ ଚାହଁ କପଟୀ ଥଣ୍ଡା ହେଇଗଲା ଆଉଥାଟେ ଦୟାକରି ଗରମ କରି ନେଇ ଆସନ୍ତା ନି । ତା ପରେ ମନେ ପଡେ ତୁମ ତ ନାହଁ ଆଉ କିଏ ଆଣିଦେବ ମୋ ଲାଗି ଅନ୍ୟ ଏକ ଗରମ ଚାହା ପିଆଲା।


Rate this content
Log in