Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhiren Bag

Others

3  

Dhiren Bag

Others

ଗରୀବ

ଗରୀବ

1 min
234



ହାୟ !

କି ନିଶହାୟ 

ପେଟ ପିଠି ଏକ

ପୁଙ୍ଗୁଳା ଦେହ

ଫୁରୁ ଫୁରି ବାଳ 

ରୁକ୍ଷିଲା ଚର୍ମ ।


ହସ କି କାନ୍ଦ

କିଛି ବାରି ହେଉନି

ସତେ ଯେମିତି ସେ

ଏକ ଅଭିସପ୍ତ ମାନବ ।


ଶହ ଶହ ଯନ୍ତ୍ରଣାକୁ

ପିଇ ପିଇ ବଞ୍ଚଥିବା

ନିର୍ଜୀବ ହେଇ ଏଣେ ତେଣେ

ଘୁରୁଥିବା ଏକ ଯନ୍ତ୍ର ମାନବ।


ନା ଘର ନା ଦ୍ବାର

ଦିନେ ସୂର୍ଯ୍ୟ

ରାତି ଜହ୍ନ ଦେଖି 

ଜୀଉଁଥିବା ଏ ମାଂସ କଣ୍ଢେଇ ।


ପ୍ରତିବାଦ କରିବାର ନାହିଁ ଶକ୍ତି

ପୁଞ୍ଜିପତିଙ୍କ ଚାଲେ ହୁକୁମ

ଏଠି ପ୍ରତିଯୋଗିତା ମନା

ଖାଲି ଗରିବ ହେଇ ବଞ୍ଚିବା ସାର ।





Rate this content
Log in