ଗରିବର ଭାବନା
ଗରିବର ଭାବନା
ମୁଁ ଗରିବ ସତ
କିନ୍ତୁ ସ୍ୱାଭିମାନ
ମୋର ଘର ନାହିଁ କି?
ଘୋଡା ଗଡି ନାହିଁ
ମୋର ରାସ୍ତା କଡ ହେଉଛି ଘର !
ମୁଁ ଅନେକ ଧନୀ ବାବୁଙ୍କୁ ଦେଖିଚି
ସେମାନଙ୍କ ପାଖରେ ଅର୍ଥର ଅଭାବ ନାହିଁ
କିନ୍ତୁ ସେ ଗରିବଙ୍କ ଠାରୁ ଅତି ଗରିବ?
ଧନୀ ବାବୁଙ୍କ ପାଖରେ ଅର୍ଥ ଅଜସ୍ର ଥାଏ
କିନ୍ତୁ ରାତିରେ ଜମା ବିଛଣାରେ ନିଦ ହୁଅନା ।
ଧନୀ ବାବୁ ମାନେ ଆୟ କର ବିଭାଗରୁ
କିପରି ବଞ୍ଚିକି ରହିବେ ତାଙ୍କର ସର୍ଵଦା ଚିନ୍ତା
ରାତି ଅଧେ ବାଉଳି ହୁଅନ୍ତି
ଟଙ୍କା ଆଣି ଦିଏ ତାଙ୍କ ମୃତ୍ୟୁର ବାର୍ତ୍ତା
ଏହା ଧନୀ ବାବୁଙ୍କ ଗାଥା ।
ଗରିବ ଅର୍ଥ ପାଇଁ କରେ ଲିଳା
ଅର୍ଥ ନପାଇ ପାଏ ସେ ସୁଳା
ରାସ୍ତା କଡ ହୁଏ ଗରିବର ଘର
ନଥାଏ ତାର ଚାଳ ଛପର l
ଖାଦ୍ୟ ନପାଇ ହୁଏ ହାହାକାର
ଅର୍ଥ ପାଇଁ କରେ ସେ ମୃତ୍ୟୁ ବରଣ l
