ଗୋମାତା
ଗୋମାତା

1 min

94
ଆମ ଜାତିର ଭଗବାନ,
ଆମ ମାଟିର ସ୍ୱାଭିମାନ,
ସ୍ପର୍ଶେ ଯାହାର ମିଳେ,
ସ୍ୱର୍ଗ ର ଆନନ୍ଦ।
ସିଏ ଗୋମାତା ଆମର।
ଆଶିର୍ବାଦ ଆମପାଇଁ ,
ଦିଏ ଖାଦ୍ୟ ଜୀବନ ,
ଜଡିବୁଟି ଭରା ତା ଶରୀର।
ସେ ଆମ ପ୍ରାଣର ସ୍ପନ୍ଦନ।