STORYMIRROR

jagabandhu sahu

Others

3  

jagabandhu sahu

Others

ଗୋମାତା

ଗୋମାତା

1 min
581

ବସୁମାତା ଆଉ ଗର୍ଭଧାରଣୀ ମା

  ଗୋମାତା ଓ ଠାକୁରାଣୀ 

ଏ ଚାରି ମାତାଙ୍କ ସନ୍ତାନ ଯେ ଆମେ 

    ସଂସାର ବିଧାନ ଭଣି ।


ସମାଜ ହିତରେ ଏଧରା ପୃଷ୍ଟରେ

   ଅଟଇ ଗୋମାତା ଜନ୍ମ

ପଞ୍ଚାମୃତ ପାଇଁ  ଦିଅଇ ଆମକୁ

    ସ୍ବଅରଜନର ଧନ ।


କ୍ଷୀର ଦହି ମାନ କରଇ ସେ ଦାନ 

  ତାସହ ଗୋମୟ ଗୋମୁତ୍ର

ଗୋମୟରେ ପୁଣି ଲିପା ହେବା ସ୍ଥାନ 

    ଅଟେ ଗଙ୍ଗାଠୁ ପବିତ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ