Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kumarlal Rana

Others

4.0  

Kumarlal Rana

Others

ଗୋଲାପ

ଗୋଲାପ

1 min
174


ଫୁଟି ଅଛୁ  ଉପବନେ ଫୁଲ ଶୁଭେ

     କରୁ ଅଛୁ ଦପ ଦପ ।

ଈଶ୍ୱର ଦେଇଛି ନାଆଟି ସାଥୀରେ

     ନାମ ରହିଛି  ଗୋଲାପ ।

କୋଟି ଲୋକଙ୍କର  କୋଟି ପ୍ରାଣ ହୀରା

     ଶିଖା ପରି ତୋ ନଜର ।

ନାଳୀ ରଙ୍ଗ ଦେହେ  ରଂଜିତ  ହୋଇଛି

    ଦିଶୁଛୁକେଡ଼େ ସୁନ୍ଦର ।

ଉପବନେ ଶୋଭା   ତୋର ରଙ୍ଗ   ଦିଶେ

     ଧନ୍ୟରେ ରୁପସୀ ଫୁଲ ।

ପ୍ରେମିକା ପ୍ରେମିକ   ତୋର ରୂପ ଦେଖି

     ଗୁଣେ ହୁଅନ୍ତି ପାଗଳ ।

ତୋ ଚେହେରା ପାଇଁ    ଭ୍ରମର  ବସନ୍ତି

       ସୁନ୍ଦରଶରୀର ଛୁଇଁ ।

ମନପ୍ରାଣ ଦେଇ       ଜପିଥାଏ ଆହା 

       ଆଲୋକର ପ୍ରଭା ତହିଁ ।


      


Rate this content
Log in