Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

3  

Dipti lekha Mishra

Others

ଘରୋଇ ଖାଦ୍ୟ

ଘରୋଇ ଖାଦ୍ୟ

1 min
11.7K


ମୋ ପ୍ରିୟ ପତିଦେବ ଲକଡାଉନରେ

ରହୁଛନ୍ତି ଏବେ ଘରେ

ଘର ଖାଦ୍ୟ ଦିନେ ନାକ ଟେକୁଥିଲେ

ଖାନ୍ତି ଏବେ କିନ୍ତୁ ଆଦରେ ।


ଲୂଣ ମରିଚ ରୁ ବଟା ମସଲା ଯାଏଁ

ତିଆରି କରନ୍ତି ଏବେ ଘରେ

ଘରଣୀଙ୍କ ହାତରନ୍ଧା ସୁଆଦ ଅତି

କହନ୍ତି ପୁଣି ପ୍ରେମରେ ।


ଘରର ଘରଣୀ ଦୁଃଖୀ ହେଉଥିଲା

ସ୍ବାମୀଙ୍କ ଗରଗରରେ

ଇଏ କି ହେଲାଲୋ ମାଆ ହୋଈ ଛାନିଆ

ଘରଣୀ ପଚାରନ୍ତି ମୁଖରେ ॥


ହୋଟେଲ ଖାଦ୍ୟ ଦିନେ ନ ଖାଇଲେ

ହେଉଥିଲେ ଯିଏ ବାଈଆ

ଆଜ କୀ ଦିନ ଆଣିଲ ଆହେ ମହାପ୍ରଭୂ

ଲାଗଇ ମୋତେ ଯେ ଛାନିଆ ॥


Rate this content
Log in