STORYMIRROR

Smruti Sephali Meher

Others

3  

Smruti Sephali Meher

Others

ଘର

ଘର

1 min
234


ସ୍ନେହ ପ୍ରେମର ପବିତ୍ର ମନ୍ଦିର

ଘର ନୁହେଁ ଆମ ସରଗପୁର

ଆସୁ ଯେତେ ଝଡ ବରଷା ତାତି

ଘରେ ଥିଲେ ପଡେ ନାହିଁ ବିପତ୍ତି । 

ନଡା ଛପରର କୁଡିଆ ଆମ

ଦିନ ରାତି କଟେ ସେଇଠି ଆମ

ଅଗଣାରେ ଆମ ତୁଳସୀ ଗଛ

ଶତ୍ରୁ ଆଗରେ ନଥାଏ ଭୟ । 

ସବୁଠୁ ସୁନ୍ଦର ତା ପରିବେଶ

ଚାରିଆଡେ ତାର ଫୁଲର ହାଟ

ସକାଳୁ ସଞ୍ଜ କାେଇଲି ଗାଏ ମଧୁର ଛନ୍ଦ

ଉଡେ ପରଜାପତି ଫୁଲ ରୁ ଫୁଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍