ଘର
ଘର
1 min
180
ଚାଳ ହେଉ କି ଛାତ ହେଉ
ଅଟେ ଆମର ଘର
ନିଜ ଘର ନିଜକୁ ସୁନ୍ଦର୍
ଅଟେ ହିଁ ସ୍ଵର୍ଗପୁର।
ଖରା ବର୍ଷା ଶୀତ ଦାଉରୁ
ନଥାଏ କେବେ ଡର
ଶାନ୍ତିରେ ରହୁ ଶାନ୍ତିରେ ଖାଉ
ଏହି ଆମର ସୁନ୍ଦର୍ ଘର ।
କେତେ ଖୁସି କେତେ ଆନଦ
ହସ ଖୁସିରେ ଉଚ୍ଛୁଳି ପଡେ
ସ୍ନେହ ପ୍ରେମ ସମସ୍ତଙ୍କ ସହ ରୁହେ
ନଥାଏ କେବେ ଅଭିମାନ ।
ଏହି ଘରେ ଆମର ପ୍ରଥମ ପରିଚୟ
ପ୍ରଥମ ଶିକ୍ଷା ପ୍ରଥମ ସଂସ୍କାର
ଆମେ ଶିକ୍ଷା ଲାଭ କରିଥାଉ
ଏହି ଅଟେ ଆମ ପ୍ରଥମ ପାହାଚ ।
