STORYMIRROR

Apalata Aruk

Others

2  

Apalata Aruk

Others

ଘର ତ କରିଛ ସଂସାର ଭିତରେ

ଘର ତ କରିଛ ସଂସାର ଭିତରେ

1 min
191

ଶ୍ରିୟାଙ୍କୁ ଶ୍ରଦ୍ଧାରେ ନେଲନି ସାଙ୍ଗରେ 


ଶ୍ରଦ୍ଧେୟ ଶ୍ରୀଜଗନ୍ନାଥ,


ଅଭିମାନେ ଅତିି ସେ ଅଭିମାନିିନୀ


ଭାଙ୍ଗିଦେଲେ ତୁୁମ ରଥ ।


ମାନମୟୀଙ୍କର ମାନ ଅଭିମାାନ


ସାଦରେ ଆଦରି ନେବ,


ଘର ତ କରିଛ ସଂସାର ଭିତରେ


ସବୁ ସହିିିବାକୁ ହେବ ।


Rate this content
Log in