STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ଗଗନେ ଲକ୍ଷ ଲୁଚି ରହିଛି

ଗଗନେ ଲକ୍ଷ ଲୁଚି ରହିଛି

1 min
163

ମୁଖ ନିସୃତଃ କବି – ସନ୍ଥ କବୀର ଦାସ 

ଅନୁବାଦ - Dr Subas Chandra Rout

ଗଗନେ ଲକ୍ଷ ଲୁଚି ରହିଛି,

ଦକ୍ଷିଣ ଦିଗେ ସୁର୍ଯ୍ୟ ରହିଛି, ଚନ୍ଦ୍ରମା ବାମ ଦିଗରେ,

ଏହି ଦୁହିଙ୍କ ମଝିରେ ଲକ୍ଷ, ଲୁଚେଇ ଦେବା ଭାଇ ।

ଶରୀର ଧନୁ, ଦୃଷ୍ଟି ଦଉଡ଼ି,

ଶବ୍ଦର ବାଣ ହୋଇ ସଂଯୁକ୍ତ, ଛୁଟିବାକୁ ଅଛି ବାକି,

ତୀର ଛୁଟିଛି, ଧନୁ ରହିଛି, ସଦ୍‌ଗୁରୁଙ୍କ ସୀମା ରହିଛି ଭାଇ । 


Rate this content
Log in