STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଗେଣ୍ତା ରହସ୍ୟ‐୨

ଗେଣ୍ତା ରହସ୍ୟ‐୨

1 min
225

ଗେଣ୍ଡାଙ୍କ ରହସ୍ଯ‐୨


ସିଟି..ବିଇଡି ପିଲା ହେଲେ ବେକାର

ଶିକ୍ଷକ ଲୋଡା ନାହିଁ କି

ଶିକ୍ଷକଙ୍କୁ ପାଞ୍ଚ (5T)ଚାହା ଶିଖାଉଛ

ଏଈଟା ଅଟେ ଧର୍ମ କି ??


ଶିକ୍ଷକ ଅଙ୍ଗନୱାଡି ଗଦା ଗଦା

କାମର ଅଭାବ ନାହିଁ

ଏମିତି ଆମକୁ ହଇରାଣ କଲେ

ତୁମକୁ ଲୋଡିବୁ ନାହିଁ ।


ଯେଉଁ ବିଭାଗର ଯେତେ କାମ ଅଛି

ଲଦିଲ ୟାଙ୍କ ଉପରେ

ବେକାରୀକୁ ଏଠି ମିଳେନି ଚାକିରି

ହାତ ରଖେ ଯେ ମୁଣ୍ଡ ରେ॥


ପ୍ରଶିକ୍ଷଣ ଆଜି କମି ଯାଉଅଛି

ଦମ୍ ରହେନି ଶିକ୍ଷାରେ  

କିଛି କୁଜିନେତା ଭୟ କରାଇଣ

ଖୁସି ହୁଅନ୍ତି ଲାଞ୍ଚରେ ।


ଲାଞ୍ଚ ମିଛ ସଂଖ୍ୟା ବଢି ବଢି ଯାଏ

କିଏ ବି ଧରି ନ ପାରେ

ଯିଏ ଧରାପଡେ ଗେଣ୍ତାଙ୍କ ଆଶୀଷେ

ମୁକତି ପାନ୍ତି ଶାନ୍ତିରେ ।


ଶିକ୍ଷାର ମାନକୁ ବଢାଇବା ଲାଗି

ହୂଅ ଟିକେ ତରବର

ନୋହିଲେ ଅଶିକ୍ଷିତ ବଢିବେ ଯେତେ

ଇଜ୍ଜତ ନେବେ ତୁମର ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍