STORYMIRROR

Pinku Ranbida

Others

4  

Pinku Ranbida

Others

ଗଛ୍ ,ପାଏନ୍ ଝଗଡା ହେଉଛନ୍

ଗଛ୍ ,ପାଏନ୍ ଝଗଡା ହେଉଛନ୍

1 min
192

ଗଛ୍ , ପାଏନ୍ ଲାଗ୍'ଲେ ଝଗଡା

କେନ୍ ପରକାରର ଦେଖବ୍ ରଡା କିର୍'ଲା,

କେନ୍ତା ଥିଲା ,କେନ୍ତା ହେଲାନ

ସବୁ ହେଇଗଲାନ ଝମେଲା ।


ଗଛ୍ କେ ଦୋଷ୍ ଦେଉଛେ ,ପାଏନ୍ 

ତୋର୍ ଲାଗି ମୋର୍ ଜୀବନ୍ ଥିଲା ଅଏନ୍,

କାଏ ହେଲାଜେ ତୁଇଁ ସରି ଯାଉଛୁ

ମତେ ଦୁଃଖ୍ ଦେଇ ତୁଇଁ ଖୁସ୍ ରେ ଅଛୁ ।


ପାଏନ୍ କେ ଦୋଷ୍ ଦେଉଛେ ,ଗଛ୍ 

କାଏଜେ ନାଇଁ ଝରୁଛୁ ଝର୍ ଝର୍,

ତତେ ଆଶା କରି ମୁଇଁ

ଝିଉ ଥିସି ରେ ସବୁ ଥର୍ ।


ସବୁ ନାଟ୍ ଲଗେଇଛେ ମୁନୁଷ୍ ରାକ୍ଷ୍ୟସ୍

ତାର୍ ଜୀବନ୍ ସୁଖର୍ ଲାଗି,

ପାଏନ୍,ଆଉ ଗଛ୍ ଝଗଡା ହେଉଛନ୍

ନିଜ୍'କୁ ନିଜେ ଦୋସ ଦେଇ ।


ସମିଆ ଅଛେ ସୁଧିରି ଯାଅ

ଗଛ୍,ପାଏନ୍ ଭିତିରେ ଝଗଡା ନାଇଁ ଲଗ,

ପାଏନ୍ ଝର୍ ବା ଝର୍ ଝର୍

ଗଛ୍ ଗୁଟେ ଗୁଟେ ସବେ ମିସି ଲଗ ।



Rate this content
Log in