Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dayasagar Dharua

Others

5.0  

Dayasagar Dharua

Others

ଗାଁର୍ ଟୁକେଲ୍

ଗାଁର୍ ଟୁକେଲ୍

1 min
127


ଗାଁର୍ ଟୁକ୍'ଲିର୍ ସୁନ୍ଦ୍'ରି ମୁହୁଡା

ମନ୍ କେ ନେସି ଟାନିଁ

ତାର୍ କଥାବାର୍ତା ସୁରୁତ୍ ଲାଗସି

ଜେନ୍'ତା ପାନିଁ ମିଠା ଚିନିଁ


ଛମ୍-ଛମ୍ ତାର୍ ଗୁଡର୍ ପାଏଜଲ୍

ଫର୍-ଫର୍ ତାର୍ ଉଢ୍'ନିଁ

ରୁକି-ରୁକି ତାର୍ ପାଉଡର୍ ମଖା

ଧୁଇ-ଧୁଇ ମୁହୁଁ ପାନିଁ


ନଖେ ନଖ୍'ପାଲିସ୍ ହାତେ ମେହେନ୍ଦି

ଆଖିଁ କଜଲ୍ ଗାରେ ଘାରି

ଗାଁ ମୁଡସାର୍ ଶିବ୍'ଗୁଡି କେ ଜାଏସି

ଚଁପା-ବେଲ୍'ପତର୍ ଥାଲେ ଧରି


ଶିବ୍'ଗୁଡି ଠାନେଁ ପାଏନ୍ ଢାଲସି

ଡାକି ଡାକି ପଶୁପତି !

ମନେଁ ମାଗୁଥିସି ସପନ୍ ରଜା କେ

ହଉ ବଲି ଜୀବନ୍'ସାଥି


ବେଲ୍'ପତର୍ ଟେ ପଡି ଗଲା ବେଲେ

ଟପ୍'ନେଁ ନେସି ବେଟି

ଚଢାଲା ସଏଲ୍'ତା ଜଦି ଲିଭିଗଲା

ମନ୍ ଜାଏସି ତାର୍ ଫାଟି


Rate this content
Log in