STORYMIRROR

Tapan Kumar Biswal

Children Stories Tragedy Inspirational

3  

Tapan Kumar Biswal

Children Stories Tragedy Inspirational

ଗାନ୍ଧିଜୀଙ୍କ ତିନି ମାଙ୍କଡ଼

ଗାନ୍ଧିଜୀଙ୍କ ତିନି ମାଙ୍କଡ଼

1 min
11.8K

ତୁମେ ଗାନ୍ଧିଜୀଙ୍କ

ତିନି ମାଙ୍କଡ଼ କୁ

ଦେଖିଛ କି


ତାଙ୍କୁ ଦେଖି

ମନରେ ଉଙ୍କି ମାରେ କି

କୌଣସି ଭାବନା l

ଆମେ ସମସ୍ତେ ଦେଖିଛେ

କିନ୍ତୁ ଭୁଲିଯାଇଛେ


କିଏ କାନ

କିଏ ଆଖି

କିଏ ପାଟିକୁ 

ହାତରେ ବନ୍ଦ କରିଛି l


ବୁଝି ପାରିଲେ ଏ ଦୃଶ୍ୟ କୁ

ଛବି ରେ କଣ ରହିଛି


ଖରପ ଠାରୁ 

ଦୂରେଇବା ହିଁ

ଏହାର ସଂକେତ

ତୁମ୍ଭର ମନେ ଅଛି ତ


ତୁମର

ପାଟି ଅଛି ଭଲ କଥା କହିବାକୁ

ଆଖି ଅଛି ଭଲ କଥା ଦେଖିବାକୁ

କାନ ଅଛି ଭଲ କଥା ଶୁଣିବାକୁ 

ମନେ ଅଛି ନା ଭୁଲିଯାଇଛ


ଯଦି ଚାହଁ ଉନ୍ନତି

ଯଦି ଚାହଁ ପ୍ରଗତି

ଯଦି ଚାହଁ ଶାନ୍ତି 

ଏହାକୁ ପାଳନ କରିବାକୁ ପଡିବ l


ଯଦି ତୁମେ ଠକି ଦେଲ

ଆଉ କାହାର

କିଛି ଯିବନି

ତୁମେ ନିଜେ ହିଁ ଖାଲରେ ପଡିବ l


କାରଣ ନିଜେ ନିଜେ

ବନ୍ଦ କରିଛନ୍ତି

ନିଜର

ଆଖି,କାନ ଆଉ ପାଟିକୁ l


ସମାଜକୁ ଦେଉଛନ୍ତି

ବାର୍ତ୍ତା

ପାଳନ କରିବା

ଏ ସବୁଗୁଡିକୁ ll


           


Rate this content
Log in