STORYMIRROR

Biswajit Sahoo

Others

2  

Biswajit Sahoo

Others

ଗାନ୍ଧୀ

ଗାନ୍ଧୀ

1 min
139


ସତ୍ୟ, ଅହିଂସାର ଏକାନ୍ତ ପୂଜକ

ଆଦର୍ଶର ଦୃଢ ସ୍ତମ୍ଭ,

ଚିରଦିନ ପାଇଁ ସ୍ମରଣୀୟ ତୁମ

ନ୍ୟାୟବନ୍ତ ପ୍ରତିବିମ୍ବ।


ସତ୍ୟର ସାଧକ ମୈତ୍ରୀର ପ୍ରତୀକ

ବାପୁଜୀ ନାମରେ ଖ୍ୟାତ,

ଜାତିର ପିତା ସେ ପରମ ପୂଜ୍ୟ ସେ

ବିଶ୍ବ ସାରା ପରିବ୍ୟାପ୍ତ।


ସତ୍ୟର ଅସ୍ତ୍ରରେ ବିଜୟ ଲଭିଛ

ହୋଇଛ ପରମ ତ୍ୟାଗୀ,

ବର୍ଣିବାକୁ ଆଜି ଶବ୍ଦ ନାହିଁ ପାଶେ

ବିସ୍ମୟ ତୁମେ ହେ ଗାନ୍ଧୀ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍