Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Others

5.0  

Tankadhar Majhi

Others

ଗାଁ ବାଟ

ଗାଁ ବାଟ

1 min
244



ବାଟ ଖୋଜୁଥିବ ମତେ

ଗୋଡ଼ି ମାଟିର ଧୂଳି ଧୂଆଁରେ

ଗାଁ ଫେରିବାକୁ କେବେ ? 


ସେଇ ଗାଁ ବାଟେ ପୁଣି 

ଧରିଥିବ ଫୁଲ ପତର ଗଛରେ

ସ୍ବାଗତ ମୁରୁଜ ବୁଣି ।


ନଜିର ରଖୁଥିବେ ସେବେ

ବୁଢି଼ମାଁ ବାପା ସରାଗ ଆଦରେ

ପୁଏ ଫେରୁଥିବେ ଯେବେ।


ଭାଈ ଆସୁଥିବ ବୋଲି 

ଜୁଗିବସିଥିବ ସାନ ଭଉଣୀ

ସୂଚନା ପାଇଲା ଯେବେ । 


ସାଙ୍ଗ ଖୁସୀଥିବେ ଜାଣି

ଚହଟୁଥିବ ଗାଁ ଓଠରେ

ପୁଏ ଫେରିବାର ବାଣୀ ।


ମନ ଫୁଲ ଫୁଟେ ଯହିଁରେ 

ଯେବେ ଯେହ୍ନେ ସେନେହ ଛୁଟେ 

ବାଟ ଫିଟିଯାଏ ତହିଁରେ । 


ସେବେ- ସେଇ ଦିନକୁ

ପୁଏ- ଗ୍ରାମର ଅନ୍ୟ ପୁଅମାନେ


Rate this content
Log in