STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ଏମିତି କାହିଁକି ହୁଏ

ଏମିତି କାହିଁକି ହୁଏ

1 min
196


ଅକୁହା କଥାର ମନର ବେଦନା 

    ତୁମକୁ ପାରେନି କହି 

ତୁମରି ବକ୍ଷରେ ଆଉଜି ପଡିଲେ

    ସବୁ ବୁଝିଯାଅ କାହିଁ?


କିଛି ମନବ୍ୟଥା ସହି ନପାରିଲେ 

   ତୁମକୁ ବଖାଣି ଦେଇ

ପୁଣି କିଛି କଥା କହିବା ଆଗରୁ 

  ଆଖି ଲୁହ ଯାଏ ନେଇ ।।


ଅମାବାସ୍ୟା ରାତ୍ରି ଭାରି ଭୟଙ୍କର 

   ତୁମେ ଥିଲେ ସାଥେ ଉଜ୍ଜଳ ଦିଶେ 

ମଧୁମୟ ସ୍ୱପ୍ନ ଆଣେ ମୋ ପାଇଁ 

   ଆକାଶେ ଚାନ୍ଦିନୀ ମୁରୁକି ହସେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍