STORYMIRROR

Gangotri Priyadarshini

Others

3  

Gangotri Priyadarshini

Others

ଏମିତି ଦିନେ

ଏମିତି ଦିନେ

1 min
214

ଏମିତି ଦିନେ ଚୁପଚାପ୍ ଛାଡ଼ି ଯିବି

ସବୁ ସ୍ମୃତି ଅନୁଭୂତି ଦୁନିଆ ହାଟରେ,

ଜଡ ପାଲଟିବାର ପ୍ରଥାକୁ

ଯେମିତି ହେଲେ ବି ଦିନେ 

କରିବାକୁ ହେବ ମାେତେ ସ୍ୱାଗତ !!


ସେଦିନ ବି ତୁମେ ମୋତେ

ବହୁତ ଖୋଜିବ

ଅପ୍ରକାଶ୍ୟ ଥିବ ତୁମ ଭାବାବେଗ

କହି ପାରିବନି ଖୋଲି

ଈଶ୍ୱରଙ୍କ ବିନା କାହାକୁ

ହୃଦୟ ଯାହା ପାଇଁ ଦିନେ 

ପାଗଳ ହେଉଥିଲା

ସେ ଆଜି ନିରବରେ ବାଟ ଭାଙ୍ଗି

ଶେଷ ଯାତ୍ରାରେ ଛାଡ଼ି ଚାଲିଗଲା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍