Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Others

4  

Jharana Rout

Others

ଏକତାର ବନ୍ଧନ

ଏକତାର ବନ୍ଧନ

1 min
295


         


  ଗୋଟିଏ ସୂତାରେ ସଭିଏଁ ବନ୍ଧା

     ଗୋଟେ ପରିବାର ପରା

  ରାଗ ହିଂସା ଇର୍ଷା ମନରୁ ପାଶୋରି

     ନୀତିଦିନ ହସୁଥିବା ।


    ପ୍ରେମର ବନ୍ଧନ ପ୍ରେମର ଦୁନିଆ

      ସଭିଙ୍କ ସାଥିରେ ରହିବା

    ସଭିଙ୍କ ଦୁଃଖରେ ଦୁଃଖୀ ହୋଇ ଆମେ

       ସମାଧାନର ବାଟ କାଢ଼ିବା ।


   ଜାତିଧର୍ମ ଭୁଲି ଭାଇଚାରା ଭାବ

     ସଭିଙ୍କ ଓଠରେ ହସ ଦେବା

   ମାନ ଅଭିମାନ କାହା ସାଥେ ରଖିବା

     ସଭିଙ୍କ ସାଥିରେ ଖୁସି ହେବା ।



   ଅଢେଇ ଦିନର ଏ ମଣିଷ ଜୀବନ

     ଏହି ଅଛି ଏହି ନାହିଁ

   ଦୀପ ଶିଖା ପରି ନିଜେ ଜଳି ଜଳି

      ଅନ୍ୟକୁ ଆଲୋକ ଦେବା ।


   

             



    


Rate this content
Log in