Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AJIT KIMAR TRIATHY

Others

4  

AJIT KIMAR TRIATHY

Others

ଏକତାହିଁ ବଳ

ଏକତାହିଁ ବଳ

1 min
23.3K


ଏକତାହିଁ ବଳ

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)

***********************

ହାତକୁ ହାତ ମିଶାଇଦିଅ

ପ୍ରଗତି ଦିନେ ଥୟ ।

ହାତରେ ଅଛି ଯେଉଁ ଶକତି

ଏକତା ହେବ ଜୟ ।।

ସୁଦୃଢ଼ ମୈତ୍ରି ହେବ ସଂହତି 

ଦେଶ କରି ଉନ୍ନତି ।

ହାତରେ ଅଛି ଏତେ ତାକତ

ବଢେ ମମତା ପ୍ରୀତି ।।

ଦେଶ ବଡିଲେ ସୁଯୋଗ ବଢେ

ନଥିବ ଡର ଭୟ ।

ଜାତି ଉନ୍ନତି ହୋଇବ ଭାଇ

ଦେଶର ହେବ ଜୟ ।।

ହାତ ଆମର ଯୋଗାଏ କାମ

ହାତରେ ଅଛି ବଳ ।

ହାତକୁ ହାତ ମିଶାଇ ଦେଲେ

ନଥିବ କଳି ଗୋଳ ।।

ଅହିଂସା ନୀତି ବଢ଼ାଏ ଶାନ୍ତି

ଭାଇଚାରା ମନ୍ତର ।

ଜାତି ଧର୍ମ ଓ ଉଚ୍ଚ ନିଚର

ଭେଦ ନଥାଏ କାର ।।


Rate this content
Log in