STORYMIRROR

Nrusingha Panigrahi

Others

3  

Nrusingha Panigrahi

Others

ଏକତା ହିଁ ବଳ

ଏକତା ହିଁ ବଳ

1 min
11.5K


ଏକତା ହିଁ ବଳ  ଶୁଣିଥିଲି ଦିନେ

   ବିଭିନ୍ନତା ଦୁରୁବଳ

ସହଚର ସାଥେ ଥିଲେ ସବୁବେଳେ

   କାହାକୁ ବା କାହିଁ ଭୟ ।।


ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ

    ଗୋଟିଏ ମାନବ ଜାତି

ରକତ ପରା ସେ  ଗୋଟିଏ ରଙ୍ଗର

    ଲୋହିତ ରକତ ଆମ ସାଥୀ  ।।


ଜୀବନ ଜାତକ  କାହାର କେମିତି

    କିଏବା କାହାକୁ ଜଣେ

ଏକତା ହୋଇଯାଅ ମୂଲ୍ୟ ବୁଝିଯାଓ

    କଷ୍ଟ ଦୂର ହେବ କ୍ଷଣେ ।।

 


Rate this content
Log in