Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

3  

Jagabandhu Sahu

Others

ଏକାନ୍ତ ବାସ

ଏକାନ୍ତ ବାସ

1 min
260


ମାଳିକା ବଚନ ହୋଇଲାକି ସତ

   ମଣିଷ ହୋଇଲା ପଶୁ !

ମୁଖେ ତୁଣ୍ତି ବାନ୍ଧି ଗୃହେବନ୍ଦୀ ହୋଇ

    ଏକାନ୍ତରେ ଖାଲି ବସୁ

ପ୍ରକୃତି ଆଉ ଏ ମଣିଷ ଯୁଦ୍ଧରେ

   ଜୈବିକ ଅସ୍ତ୍ର କରୋନା

ଟଙ୍କାକେ ଚାରଣା ମାରି ସାରିଲାଣି

   ଆହୁରି ଛନ୍ତି ବାରଣା

କେବେ ତ ତୋଫାନ କେବେ ତ ପ୍ରଳୟ

    ଏବେ ଏ କରୋନା ଭୟ

ଏକାନ୍ତ ବାସରେ  ଗୃହେବନ୍ଦୀ ହୋଇ

   ସର୍ବେ ହେଲେଣି ଅଥୟ ।


Rate this content
Log in