STORYMIRROR

Mrutyunjay Das

Others

3  

Mrutyunjay Das

Others

ଏକା ଏକ ଅବାଧ୍ୟ ପ୍ରେମିକା

ଏକା ଏକ ଅବାଧ୍ୟ ପ୍ରେମିକା

1 min
409

ନାନୀ ଗୋ

ମୁଁ ତେର ଆଉ ତୋର ବଦମାସ ଭାଇ

ଜନ୍ମଦିନ ବିବାହ ତେର ଜୁଲାଇ

ମୁଁ ଜାଣିନି ତମେ ମନେ ରଖିଛ କି ନାହିଁ ?

ତେର ଜୁଲାଇ ରେ ମରୁ ତମ ଭାଇ

କହିଦିଅ କାଳିଆକୁ ଗୋ

ସେଦିନ ଖୋଲା ରହୁ ସ୍ୱର୍ଗ ଦ୍ୱାର

କୋଇଲି ବୈକୁଣ୍ଠ ପୁଣି

ଉତ୍ତରା ମାଇଲେ ଦକ୍ଷିଣକୁ ଯିବି

ଭେଥିବି ସ୍ୱର୍ଗ ଦୁଆର

ଦକ୍ଷିଣା ମାଇଲେ ଉତ୍ତରକୁ ଯିବି

କୋଇଲି ବୈକୁଣ୍ଠ ପୁର

ଥାଉ ଆଶୀର୍ବାଦ ସୁନା ନାନୀ ହାତ

କହିବି କାଳିଆ ମିଛେ ତୁହି କିଆଁ

ଉଡାଉ ପତିତପାବନ ନେତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍