STORYMIRROR

Manasmita Parida

Others

3  

Manasmita Parida

Others

ଏକ ନିରାଟ ସତ୍ୟ

ଏକ ନିରାଟ ସତ୍ୟ

1 min
177

ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନରେ 

ଏକ ସତ୍ୟକୁ ସାମ୍ନା କରେ..

ମନୁଷ୍ୟ ପ୍ରତ୍ୟେକ ଘଟଣାର

ସତ୍ୟତାକୁ ଅନୁଧ୍ୟାନ କରେ 

ତା ପରେ ବିଚାର କରେ

କିନ୍ତୁ ଏପରି ଏକ ଘଟଣା ରହିଛି

ଯାହାର ଯଥୋଚିତ ପ୍ରମାଣ ଥିଲେ ମଧ୍ୟ

ମନୁଷ୍ୟ ଏହାକୁ ଗ୍ରହଣ କରେ ନାହିଁ

ସେହି ଘଟଣାଟି ମଧ୍ୟ 

ବହୁଜନଙ୍କ ସହ ଘଟିଛି

ବହୁଜନଙ୍କ ସହ ଘଟି ଚାଲିଛି

ବହୁଜନଙ୍କ ସହ ମଧ୍ୟ ଘଟିବ

ଏଥିରୁ କେହି ବାଦ ପଡନ୍ତି ନାହିଁ

ତାହା ହେଉଛି ଏକ ମାତ୍ର ସତ୍ୟ ମୃତ୍ୟୁ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍