ଏକ ମନ
ଏକ ମନ
ହାତ ଯୋଡି ସାରା ବିଶ୍ଵକୁ କରେ ନିବେଦନ ନିଆଁ ପାଣି ଅଟକ କରି ଏକ ଘରିକିଆ କରି ଦିଅ ତାଙ୍କୁ କଳାପାଣି ଭଳି ନିର୍ବାସନ। ଏଯାବତ ଥିବା ସବୁ ସମ୍ପର୍କ କରି ଛିନ୍ନ, ନ କରି ବିଶ୍ଵାସ କେବେ ଏଭଳି ବିଶ୍ଵାସ ଘାତକଙ୍କୁ।
ସ୍ଵାଇନ ଫ୍ଲୁ,ବାର୍ଡ ଫ୍ଲୁ,ପ୍ଲେଗ୍,ଏଡସ ପୁଣି କରୋନା ଭଳି ମହାମାରୀ ମାନଙ୍କୁ କରି ଉତ୍ପାଦନ, ବିଶ୍ଵସାରା ବୀଜ ସବୁ ଦିଅନ୍ତି ବିଞ୍ଚିଣ।
ସବୁ ରୋଗର ଔଷଧ ନିଜ ପାଖେ ରଖି, ସର୍ବସ୍ଵାନ୍ତ ହନ୍ତସନ୍ତ ଆମକୁ ସେ କରି ବିଶ୍ଵର ସର୍ବଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ର ରୂପେ ନିଜକୁ ପ୍ରମାଣ କରି କରାୟତ କରିବ ସଭିଙ୍କୁ।
ଜୀବନ ଘାତୀ ମହାମାରୀ ବୀଜ ବିଞ୍ଚିଦେଇ ଲକଡାଉନ, ଶଟଡାଉନ,କ୍ଵାରେଣ୍ଟାଇନର କଣ୍ଟକିତ ଜଞ୍ଜିରରେ ବାନ୍ଧି ଦେଇ ତିଳତିଳ ଦଗ୍ଧ କରି,ମହାନନ୍ଦେ ମୂଷା ସାପ ବେଙ୍ଗ ପୋକ ଜୋକ କରଇ ଭକ୍ଷଣ।
ଏଭଳି ବିଷାକ୍ତ ଜୀବର ମାୟାରେ ପ୍ରଲୋଭିତ ନ ହୋଇ ଆଲୋ ସଖି ଆପଣା ମହତ ଆପେ ରଖି ନ୍ୟାୟରେ ଦୂରେଇ ରହିଲେ ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ସୁରକ୍ଷିତ ରହି ସୁଖ ଜୀବନ ଜିଇଁବା।
ଜୀବନରେ ସତ୍ ଚିତ୍ ଆନନ୍ଦଙ୍କୁ ହୃଦୟରେ ସର୍ବସ୍ଵ କରି ଆସ ସମସ୍ତେ ଏକାଠି ରହିବା।
