STORYMIRROR

kahnu charan sahu

Others

3  

kahnu charan sahu

Others

ଏଇତ ଜୀବନ

ଏଇତ ଜୀବନ

1 min
55


କେବେ ହସ

କେବେ କାନ୍ଦ

କେବେ ଦୁଃଖ ସୁଖ

କେବେ ଏକା କାହା ବିନା

ମନେ ଅବଶୋଷ !


କେବେ ଯନ୍ତ୍ରଣା 

କେବେ ଯାତନା

କେବେ କହି ହୁଏନା

କେବେ ହସୁହସୁ ଝରେ ଲୁହ

ବୁଝି ହୁଏନା !


ବୁଝିବାକୁ ଚେଷ୍ଟାକଲେ

ହଜିବାକୁ ହୁଏ ଅତୀତରେ

ଅଭିନୟ କରିବାକୁ ହୁଏ 

କେବେ ନିଜ ସାଥିରେ 

ବୋଧେ ଏଇତ ଜୀବନ

ପରିଚୟ ଶୂନ୍ୟ ପଥରେ !!



Rate this content
Log in