ଏଇ ଘଟଣା ଚରିତ୍ର ସବୁ ଅସାଧାରଣ
ଏଇ ଘଟଣା ଚରିତ୍ର ସବୁ ଅସାଧାରଣ
ଏଇ ଯେମିତି କିଛି ଲୋକ ଥାତି
ବସି ରହି ପାଣି ପାଟିବାକୁ
ଅବା ଅମା ଅଂଧାରରୁ ନିକୃତି ପାଇଁ ଖୋଜୁଥ୍ୟତି ଜୁଳୁଜୁଳୁଆ
ଶାରଦୀୟ ପାର୍ବଣର ମହକରେ ଝଲସୁଛି ଧରାପୃଷ୍ଠା
ଉତ୍ସବ ମୁଖର ହୋଇଛି ଗ୍ରାମରୁ ସହର
ସର୍ବତ୍ର ଭସାଣି ଭିଡରେ ହଜି ଯାଉଛି ଗତାୟୁ ବନ୍ୟାର ବିଭୀଷିକା
କାଶ ଦୀର କୌମୁଦୀ ସୌରଭରେ କ୍ଷୁଧାର୍ଡ ଆତ୍ମାର ଆର୍ତନାଦ
ଏସବୁ ଘଟଣାଚକ୍ରର ଅଂତରାଳେ ହଜିଯାଉଛି ଫୁଫୁଦ୍
ଯାହା ଏକ ଅନାପେକ୍ଷିତ ଚରି
ଅସାଧାରଣ ଅଭାବିକତାର ସ୍ପର୍ଶରେ ଯାହା ଆ କିତ
ଯ’ର ମୂକସାକ୍ଷୀ- ଭୋକର ସହରରେ ଭୋକରେ ଆଉଟୁପାଉଟୁ
ଅଗଣିତ ଆତ୍ମା
ଡଷ୍ଟବିନ୍ରୁ ଖାଦ୍ୟ ଖୋଜୁଥିବା କୋମଳମତି ଶିଶୁ
ନିରୀହ ଶୈଶବ ଏଠି ନିରନ୍ତି - ଚଳ ଯୌବନ ଏଠି ପଥଭ୍ରଷ୍ଟ
ସର୍ବୋପରି ମାନବବାଦର ଫୁଦୁଲି ଏଠି ନୀରବିତ ହୁହୁଦ୍ର ଅଜଣା ଆଶଂକାରେ
ବାରର ସୃଜନଶୀଳତା ଯେଉଁଠି ଅପ୍ରାସଂଗିକ
କ୍ଷୁଧାମୁକ୍ତ ବିଶ୍ୱର ପରିକଳ୍ପନା ଯହିଁ ସୁଦୂରପ୍ରରାହତ
ଯୌଥ ପରିବାରର ସ୍ଵପ୍ନ ଯହିଁ ସ୍ୱପ୍ନ
। ସେ ଓଡିଶା ପ୍ରାରରେ ପ୍ରତିଦିନ ପ୍ରତିଯୁଦ୍ଧ ପ୍ରତିବସ୍ତୁର ।
ପ୍ରତି ପ୍ରସ୍ତର ପରଶୁରାମର
ପ୍ରତି ପ୍ରୀତର ପରାଶରର
ପ୍ରତି ପରିଦୃଟି ପ୍ରତିବ୍ୟାପ୍ତିର
ପ୍ରତି ଇଶ୍ଵର ପ୍ରତି ଭକ୍ତିର
ପ୍ରତି ଜୁଆର ପ୍ରତି ତରଙ୍ଗର
ପ୍ରତି ବେଳାଭୂମି ପ୍ରତି ସମୁଦ୍ରର
ପ୍ରତି ଇଶ୍ଵର ପ୍ରତି ଜନତାର
ପ୍ରତି ପରଂବ୍ରହ୍ମ ପ୍ରତି ପ୍ରକୃତିର ।
