STORYMIRROR

BANITA SAHU

Others

3  

BANITA SAHU

Others

ଏହିତ ଜୀବନ

ଏହିତ ଜୀବନ

1 min
364

ମୁଦିକୁ ପିନ୍ଧାଇ କରିଲି ନିଜର

ଜୀବନରେ କେବେ ନଦେବି ଜହର 

ଛୋଟ ଭାବିବନି ଘରଟି ମୋହର 

ଗଢିବା ଦୁହେଁ ସୁଖର ସଂସାର 

ମନମନ୍ଦିରେ ସିନ୍ଦୁକର ଚାବିଦେଇ 

ତୁମରି ପ୍ରେମକୁ ରଖିବି ସାହିତି

ଗେଲିଝିଅକୁ ମୋ ହାତରେ ଧରି

ଚାଲଯିବା ପ୍ରିୟ ଭ୍ରମଣ କରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍