STORYMIRROR

Meenakshi Padhy

Others

3  

Meenakshi Padhy

Others

ଏଡୁକେସନ୍

ଏଡୁକେସନ୍

1 min
97

ଏଡୁକେସନ୍ ର ନିକିତି,

ଛୁଆ ଓଜନର ଟଙ୍କା ଲାଗୁଅଛି

ବାପର ଗଲାଣି ଶକତି... ।

ପ୍ରତିଯୋଗୀତାର ଦୁନିଆ,

ପୁଅ ପଢ଼ି ପାଠ ବଡ଼ଲୋକ ହେବ

ବାପାକୁ ଲାଗଇ ଛାନିଆ।

ଦଉଡ଼ ଏ ପାଠ ପଛରେ,

ବାପାର କୁରୁତା ହୋଇଲାଣି ଫଟା

ପୁଅ ପଢ଼ିବାକୁ ପାଠ ରେ।

ଟଙ୍କା ସରିଲାଣି ମୁଣାର,

ତଥାପି ହେଉନି ଅଭାବ ପୂରଣ

ଓଜନ ଭାଆରୀ ପୁଅର!


Rate this content
Log in