STORYMIRROR

Pinku Ranbida

Others

4  

Pinku Ranbida

Others

ଏଛେନ୍ ଭି ଭଲ୍ ପାଉଛେ

ଏଛେନ୍ ଭି ଭଲ୍ ପାଉଛେ

1 min
228


ଏଛେନ୍ ଭି ତତେ ଭଲ୍ ପାଉଛେ

ମୋର୍ ହୁରୁଦ୍ ଭିତିରେ ତତେ ବସେଇଛେ

ତୁଇଁ ସିନା ମତେ ଭୁଲି ଗଲୁ

ଆଉ କାହାର୍ ହାତ୍ ଧରି ପଲାଲୁ ।।


ମୁଇଁ କେନ୍ତା ଭୁଲି ପାର୍'ମି ତତେ

ଜୀବନ୍ ଠାନୁ ଜହ ଭଲ୍ ପାଉଥିଲେ କେତେ

ତୋର୍ ରାସ୍ତା ତୁଇଁ ବାଛିନେଲୁ

ମତେ ଏକେଲା କରି ଛାଡି ଭାଗ୍'ଲୁ ।।


ତଥାବି ଦୁଃଖ୍ ମନା ନାଇଁ କରେ ମୁଇଁ

ମତେ ଧୋକା ଦେଲୁ ବଲିକରି ତୁଇଁ

ନିଜ୍'କୁ ନିଜେ ଦୋଷ୍ ଦେମି

ଭଲ୍ ପାଏବାର୍'ରେ ମୋର୍ ଥିଲା କମି ।।


କମି ଯଦି ନାଇଁ କରିଥିତି ତତେ

କେଭେ ନାଇଁ ଛାଡିକରି ଯାଇଥିତୁ ମତେ

ପଏସା, ମୁବାଇଲ୍ ଗାଡି ମଟର୍

ଦେଇଥିତି ଯଦି ତତେ ଥର୍'କେ ଥର୍ ।।


ଗରୀବ୍ ଘରେ ଜନମ୍ ହେଇଥିଲି

ଧନୀ ଟୁକେଲ୍'କେ ମନ୍ କରିଥିଲି ।।

ହେଟା ହି ବଡ୍ ଭୁଲ୍ ହେଇ ଯାଇଥିଲା

ହେତିର୍ ଲାଗି ମତେ କରିଦେଲୁ ଏକେଲା ।।


ଏଛେନ୍ ଭି ତତେ ଭଲ୍ ପାଉଛେ

ଇ ହୁରୁଦ୍ ଭିତିରେ ତତେ ବସେଛେ

ଏକେଲା ବେଲେ ତୋର୍ ଫଟୁ ଦେଖୁଥିସି

ମନେ,ମନେ ପଛର୍ କଥା ସୋର୍ କରୁଥିସି


କେନ୍ତା ମତେ କହୁଥିଲୁ କଁଅଲିଆ କଥା

ଫୁନ୍ କରୁଥିଲୁ ରାଏତ୍ ସର୍'ତା 

ହୋଲୋ ବେବି,ଗେଲୁ ଜାନୁ ,ସୁନା 

ତମର୍ ବିନେ ଲାଗେ କହୁଥିଲୁ ଛିନାଛିନା ।।


ଛିନାକରି ମତେ ଛାଡି ପଲାଲୁ

ମଝା ଡଙ୍ଗାଥି ଭସେଇ ଦେଲୁ

ଛାତିକେ ମୋର୍ ଦୁଇ ଫାଲ୍ କରି

ସେ ଭିତିରେ ବିଷ୍ ଦେଇଥିଲୁ ଭରି ।।


ଫେର୍ ଭି ତତେ ଭଲ୍ ପାଉଥିମି

ହୁରୁଦ୍'ଭିତିରେ ତତେ ବସେଇ ଥିମି

ମୋର୍ କଥା ଯେତେବେଲେ ସୋର୍ ପକାବୁ

ତୋର୍ ଆଖିର୍ ପାଏନ୍ ନାଇଁ ଝରାବୁ 

ନାଇଁ ହେଲେ ମୋର୍ ମଲାମୁହୁ ଦେଖ୍'ବୁ ।।










Rate this content
Log in